ରାଜ୍ୟର ଦିନକରେ ୧୦୪ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ କୋରୋନା ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୈନିକ କୋରୋନା ସଂକ୍ରମଣ ୧୦୦ ପାର କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୪ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କୋରୋନା ସଂକ୍ରମଣର ସଦ୍ୟତମ ଲହରରେ ରାଜ୍ୟରେ ଏହି ସଂଖ୍ୟା ସର୍ବାଧିକ। ନୂଆ ପଜିଟିଭ ଚିହ୍ନଟ ହେବା ସହ ରାଜ୍ୟରେ ବର୍ତ୍ତମାନ ସକ୍ରିୟ ମାମଲା ୪୨୯କୁ ବୃଦ୍ଧି ପାଇଛି। ଏଣେ ୩୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.