ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ହିଂସା ଘଟଣାରେ ୨୫ ଗିରଫ

ସମ୍ବଲପୁର: ଗତକାଲି ରାତିରେ ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ଗଣ୍ଡଗୋଳ ଘଟଣାରେ ପୁଲିସ ୨୫ ଜଣଙ୍କୁ ଗିରଫ କରିଛି। ସେପଟେ ପରିସ୍ଥିତିକୁ ଦେଖି ଜିଲ୍ଲାରେ ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ୪୮ ଘଣ୍ଟା ପାଇଁ ବ୍ୟାନ୍ କରାଯାଇଛି।

Comments are closed.