ଗୀତା ମାହାତ୍ମ୍ୟ: ଏବଂ ବୁଦ୍ଧେ ପରଂ ବୁଦ୍ଧା ସଂସ୍ତଭ୍ୟାତ୍ମାନମାତ୍ମାନ। ଜହିଶତୃମ ମହାବାହୋ କାମରୂପମ ଦୁରାସଦମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଏବଂ ବୁଦ୍ଧେ ପରଂ ବୁଦ୍ଧା ସଂସ୍ତଭ୍ୟାତ୍ମାନମାତ୍ମାନ।
ଜହିଶତୃମ ମହାବାହୋ କାମରୂପମ ଦୁରାସଦମ।।

ହେ ଅର୍ଜ୍ଜୁନ ! ଏପରି ଭାବରେ ଆତ୍ମା କୁ ବୁଦ୍ଧି ଠାରୁ ମହତ ଅର୍ଥାତ ସୁକ୍ଷ୍ମ, ବଳବାନ ଓ ଅତ୍ୟନ୍ତ ଶ୍ରେଷ୍ଠ ବୋଲି ଜାଣି ଏବଂ ବୁଦ୍ଧି ଦ୍ଵାରା ମନକୁ ବଶ କରି ହେ ମହାବାହୁ!ତୁମେ ଏହିକାମରୂପୀ ଦୁର୍ଯ୍ୟୟ ଶତ୍ରୁକୁ ମାରିଦି।

( ଗୀତା ୩ୟ ଅ। ୪୩ଶ ଶ୍ଲୋକ )

Comments are closed.