ଜୟନ୍ତୀରେ ସମ୍ବିଧାନ ପ୍ରଣେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ୱର – ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ସାରାଦେଶରେ ଆଜି ପାଳନ କରାଯାଉଛି । ଡକ୍ଟର ବାବାସାହେବ ଆମ୍ବେଦକର ଜଣେ ମହାନ ଅର୍ଥନୀତିଜ୍ଞ, ଆଇନ ବିଷାରଦ ଓ ରାଜନେତା ଥିଲେ । ନିଷ୍ପେସିତ ଓ ଲାଞ୍ଛିତଙ୍କ ଅଧିକାରର ସୁରକ୍ଷା ପାଇଁ ଡକ୍ଟର ବାବାସାହେବ ଆମ୍ବେଦକର ଜୀବନବ୍ୟାପୀ ଲଢେଇ କରିଥିଲେ, ଯାହା କି ସର୍ବଦା ପ୍ରେରଣା ଯୋଗାଇବ ବୋଲି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comments are closed.