ଭଦ୍ରକ ବେଦାନ୍ତ ଫେକର ପରିସରରେ ୧୪୪ ଧାରା ଅବଧି ବୃଦ୍ଧି

ଭଦ୍ରକ – ଭଦ୍ରକ ବେଦାନ୍ତ ଫେକର ପରିସର ସହ ୨୦୦ ମିଟର ମଧ୍ୟରେ ୧୪୪ ଧାରା କଟକଣା ଅବଧି ବୃଦ୍ଧି କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆସନ୍ତା ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଅବଧି ବୃଦ୍ଧି କରାଯାଇଛି। ଚାନ୍ଦିଆରେ ଥିବା ବେଦାନ୍ତ ଫେକର କମ୍ପାନୀରେ ଦୁର୍ଘଟଣାରେ ଦୁଇ ଶ୍ରମିକ ଗୁରୁତର ହେବାପରେ କମ୍ପାନୀ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ୨ଶହ ମିଟର ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି ।

Comments are closed.