କମିଶନରେଟ ପୋଲିସର ସିକ୍ୟୁରିଟି ଡିଭିଜନ କାର୍ଯ୍ୟକ୍ଷମ

ଭୁବନେଶ୍ୱର – କମିଶନରେଟ ପୋଲିସର ସିକ୍ୟୁରିଟି ଡିଭିଜନ କାର୍ଯ୍ୟକ୍ଷମ ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ ଓ ପ୍ରଭାବଶାଳୀ କରିବ ଏହି ସିକ୍ୟୁରିଟି ଡିଭିଜନ, ଯାହାର ନେତୃତ୍ୱ ଜଣେ କମାଣ୍ଡାଣ୍ଟସ୍ତରୀୟ ଅଧିକାରୀଙ୍କ ହାତରେ ରହିବ । ନୂଆ ସିକ୍ୟୁରିଟି ଡିଭିଜନରେ ୪ଟି ବିଭାଗ ରହିବ । ସେସବୁ ହେଲା –
-ଭିଆଇପି ସିକ୍ୟୁରିଟି, ଷ୍ଟାଟିକ ଏଣ୍ଡ ଭାଇଟାଲ ଇନଷ୍ଟାଲେସନ ସିକ୍ୟୁରିଟି ୟୁନିଟ, ଇମର୍ଜେନ୍ସି ରେସପନ୍ସ ୟୁନିଟ ଏବଂ ଟେକ୍ନିକାଲ ଓ ଲଜିଷ୍ଟିକ ୟୁନିଟ ।

Comments are closed.