॥ ବାଲ କାଣ୍ଡ ॥
ନାରି ବିଲୋକହିଂ ହରଷି ହିୟଁ ନିଜ-ନିଜ ରୁଚି ଅନୁରୁପ ।
ଜନୁ ସୋହତ ସିଂଗାର ଧରି ମୂରତି ପରମ ଅନୂପ ॥
ଭାବାର୍ଥ :- ମିଥିଳାର ସମସ୍ତ ନାରୀ ମାନେ ହୃଦୟରେ ଆନନ୍ଦିତ ହୋଇ ନିଜ ନିଜ ରୁଚି ଅନୁସାରେ ଦୁଇ କୁମାରଙ୍କୁ ଦେଖୁଥାଆନ୍ତି । ସତେ ଯେପରି ଶୃଙ୍ଗାର ରସ ପରମ ଅନୁପମ ରୂପ ଧାରଣ କରି ମିଥିଳା ନଗରୀରେ ଶୁଶୋଭିତ ହୋଇଥିଲା ।
Comments are closed.