ରାଜ୍ୟରେ ଗ୍ରୀଷ୍ମପ୍ରବାହ: ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ା ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ପ୍ରଚଣ୍ଡ ଖରାରୁ ନିସ୍ତାର ମିଳୁନି । ଆଜି ଦିନ ୨ଟା ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ୪୨ ଦଶମିକ ୮ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଛି।

ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଝାରସୁଗୁଡା: ୪୨.୮ ଡିଗ୍ରୀ ସେଲସିୟସ
ଭୁବନେଶ୍ୱର: ୪୨.୬
ଚାନ୍ଦବାଲି: ୪୧.୨
ସମ୍ବଲପୁର: ୪୧.୨
ଭୁବନେଶ୍ୱର: ୪୧.୮
କେନ୍ଦୁଝର:୪୦.୬
ହୀରାକୁଦ: ୪୦.୪
ବାଲେଶ୍ୱର: ୩୯.୦
ପୁରୀ: ୩୩.୦ ଡ଼ିଗ୍ରୀ
ଗୋପାଳପୁର:୩୩.୦
ପାରାଦୀପ:୩୨.୦

Comments are closed.