ପ୍ରଶାସନିକ ସେବା ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ପ୍ରଶାସନିକ ସେବା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ଠା ଓ ଉତ୍ସର୍ଗୀକୃତ ଭାବନା ସହ ଜନସାଧାରଣଙ୍କ ସେବା କରୁଥିବା ସମସ୍ତ ପ୍ରଶାସନିକ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତର ‘ଇସ୍ପାତ ଢାଞ୍ଚା’ ସଶକ୍ତ ରାଷ୍ଟ୍ର ନିର୍ମାଣ ପାଇଁ ଉତ୍ସର୍ଗୀକୃତ ଭାବନା ସହ କାର୍ଯ୍ୟ କରିବା ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.