ବୃହତ ବିଜୟ ଅଭିମୁଖେ ବିଜେଡି

ଝାରସୁଗୁଡ଼ା – ଝାରସୁଗୁଡ଼ା ଉପନିର୍ବାଚନର ଭୋଟ ଗଣତିର ୧୧ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୩୧ ହଜାର ୪୮୫ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ୧୨ ରାଉଣ୍ଡରେ ବିଜେଡି ୭ ହଜାର ୫୬୩ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପାଇଛି ୪ ହଜାର ୨୪୮ ଖଣ୍ଡ ଭୋଟ୍‌ । କଂଗ୍ରେସ ଖାତାକୁ ଯାଇଛି ମାତ୍ର ୪୩୨ ଖଣ୍ଡ ଭୋଟ୍‌ ।

Comments are closed.