ଆଜି ମାଟ୍ରିକ ପରୀକ୍ଷା ଫଳ ତାରିଖ ଘୋଷଣା

କଟକ – ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ ) ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ କେଉଁ ତାରିଖରେ ପ୍ରକାଶ ପାଇବ, ତାହା ଆଜି ଘୋଷଣା କରାଯିବ । ଆଜି ଦିନ ୧୧ଟା ୩୦ ମିନିଟରେ ତାରିଖ ଘୋଷଣା ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଏ ନେଇ ସୂଚନା ଦେଇଛନ୍ତି । ଚଳିତବର୍ଷ ୫ଲକ୍ଷ ୪୧ ହଜାର ୨୪୭ ପିଲା ପରୀକ୍ଷା ଦେଇଛନ୍ତି ।

Comments are closed.