ଲାଞ୍ଚ ନେବା ବେଳେ ଧରାପଡିଲେ କିରାଣୀ

ଭୁବନେଶ୍ବର- ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଜଣେ ସରକାରୀ କର୍ମଚାରୀ । କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲ ଅଫିସର ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଦେବାଶିଷ ପଣ୍ଡା ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ଜମି ପଟ୍ଟା କରାଇ ଦେବାକୁ ଦେବାଶିଷ ଲାଞ୍ଚ ନେଉଥିଲେ।

Comments are closed.