ବିମଳେନ୍ଦୁ ରୟ ସୋନପୁରର ନୂଆ ଜିଲ୍ଲାପାଳ

ଭୁବନେଶ୍ୱର – ବରିଷ୍ଠ ଓଏଏସ ବିମଳେନ୍ଦୁ ରୟଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିମଳେନ୍ଦୁ ରୟ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି। ବିମଳେନ୍ଦୁ ରୟ ସୂର୍ଯ୍ୟନାରାୟଣ ଦାଶଙ୍କ ସ୍ଥାନ ନେବେ ।

Comments are closed.