ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ମନହିଂ ମନ ମନାବ ଅକୁଲାନୀ ।
ହୋହୁ ପ୍ରସନ୍ନ ମହେସ ଭବାନୀ ॥
କରହୁ ସଫଲ ଆପନି ସେବକାଈ ।
କରି ହିତୁ ହରହୁ ଚାପ ଗରୁଆଈ ॥

ଭାବାର୍ଥ :- ମାତା ସୀତା ବ୍ୟାକୁଳ ହୋଇ ମନେ ମନେ ପ୍ରଭୁଙ୍କୁ ସ୍ତୁତି କରୁଥାଆନ୍ତି, ହେ ମହେଶ ହେ ଭାବାନୀ ! ମୋ ଉପରେ ପ୍ରସନ୍ନ ହୁଅନ୍ତୁ, ମୁଁ ଆପଣଙ୍କର ସେବା କରିଛି, ମୋର ସେବାକୁ ସଫଳ କରାନ୍ତୁ, ଆଉ ମୋ ଉପରେ କୃପାକରି ସ୍ନେହର ସହିତ ଧନୁର ଓଜନକୁ ଟିକେ କମ କରିଦିଅନ୍ତୁ ।

Comments are closed.