ବଲାଙ୍ଗୀର – ସମ୍ବଲପୁର ରାସ୍ତାରେ ସଡ଼କ ଦୁର୍ଘଟଣାରେ ୫ ମୃତ

ବଲାଙ୍ଗୀର- ବଲାଙ୍ଗୀର -ସମ୍ବଲପୁର ରାସ୍ତା ସ୍ଵୟମ ହୋଟେଲ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରକରେ କାର ପିଟି ହୋଇଯିବା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି I ମୃତକମାନେ ବଲାଙ୍ଗୀର ସହର ଜଗନ୍ନାଥ ପଡାର ବୋଲି ଜଣାପଡିଛି I ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Comments are closed.