॥ ବାଲ କାଣ୍ଡ ॥
ଅତି ବିନୀତ ମୃଦୁ ସୀତଲ ବାନୀ ।
ବୋଲେ ରାମୁ ଜୋରି ଜୁଗ ପାନୀ ॥
ସୁନହୁ ନାଥ ତୁହ୍ମ ସହଜ ସୁଜାନା ।
ବାଲକ ବଚନୁ କରିଅ ନହିଁ କାନା ॥
ଭାବାର୍ଥ :-ପ୍ରଭୁ ଶ୍ରୀରାମ ଦୁଇ ହାତ ଜୋଡି ଅତି ବିନୟର ସହିତ କୋମଳ ଶବ୍ଦରେ ଓ ଶୀତଳ କଥା କହିଲେ, ହେ ନାଥ ! ଟିକେ ଶୁଣନ୍ତୁ, ଆପଣ ତ ସ୍ୱଭାବେ ହିଁ ଜଣେ ଶ୍ରେଷ୍ଠ ଜ୍ଞାନୀ ଗୁଣୀ ଅଟନ୍ତି। ଏଣୁ ଆପଣ ଜଣେ ସାଧାରଣ ବାଳକର କଥାକୁ ନଶୁଣିବା ଉଚିତ । ତା କଥାକୁ ଶୁଣି ଅଣଶୁଣା କରିଦିଅନ୍ତୁ ।
Comments are closed.