ଓଡିଶାରେ ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ଓଡିଶାରେ ଆଉ ଚାରି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କୋରୋନାର ଏହି ନୂଆ ଭାରିଆଂଟ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ସଂପର୍କରେ ଅଧିକ ସୂଚନାକୁୁ ଅପେକ୍ଷା କରାଯାଇଛି ।

Comments are closed.