ଓଡିଶା ଲୋକସେବା ଆୟୋଗରେ ଦୁଇ ନୂଆ ସଦସ୍ୟ ସାମିଲ

ଭୁବନେଶ୍ୱର -ଓଡିଶା ଲୋକସେବା ଆୟୋଗ- ଓପିଏସସିରେ ଦୁଇ ଜଣ ନୂଆ ସଦସ୍ୟଙ୍କୁ ସାମିଲ କରାଯାଇଛି । ପ୍ରଫେସର ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ରଙ୍କୁ ଓପିଏସସି ସଦସ୍ୟ କରାଯାଇଛି । ଓୟୁଏଟିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସୂର୍ଯ୍ୟକାନ୍ତ ମିଶ୍ର ୬ ବର୍ଷ ପାଇଁ ଦାୟିତ୍ୱରେ ରହିବେ । ଅବସରପ୍ରାପ୍ତ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ଗୌରାଙ୍ଗ ଚରଣ ସାହୁ ମଧ୍ୟ ଓପିଏସସି ସଦସ୍ୟ ହୋଇଛନ୍ତି ।ସେ ମଧ୍ୟ ୬ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ ।

Comments are closed.