ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବହୁରି ମହାଜନ ସକଲ ବୋଲାଏ ।
ଆଇ ସବହ୍ନି ସାଦର ସିର ନାଏ ॥
ହାଟ ବାଟ ମଂଦିର ସୁରବାସା ।
ନଗରୁ ସଁବାରହୁ ଚାରିହୁଁ ପାସା ॥

ଭାବାର୍ଥ :- ଦୂତକୁ ଅଜୋଧ୍ୟା ପଠାଇ ସାରିବା ପରେ ରାଜା ଜନକ ନଗରର ମହତ୍ୱପୂର୍ଣ୍ଣ ଲୋକଙ୍କୁ ଡକାଇଲେ । ସମସ୍ତେ ଆସି ରାଜା ଜନକଙ୍କୁ ପ୍ରଣାମ କଲେ । ରାଜା ସମସ୍ତଙ୍କୁ ବଜାର, ରାସ୍ତା ଘାଟ, ଘର,ମଠ ମନ୍ଦିର ଆଦି ସମ୍ପୁର୍ଣ୍ଣ ନଗର ସାଜସଜା କରିବା ପାଇଁ କହିଲେ ।

Comments are closed.