ରାମ ଚରିତ ମାନସ: ବାଲ କାଣ୍ଡ

ଶ୍ରୀରାମ ଚରିତ ମାନସ

ସୌରଭ ପଲ୍ଲବ ସୁଭଗ ସୁଠି କିଏ ନୀଲମନି କୋରି। ହେମ ବୌର ମରକତ ଘବରି ଲସତ ପାଟମୟ ଡୋରି॥

ଭାବାର୍ଥ :- ନୀଳ ମଣିକୁ ପତଳା କାଟି ଅତି ସୁନ୍ଦର ଆମ୍ବ ପତ୍ର ତିଆରି କଲେ । ସୁନାର ତାରକସି କାରୁକାର୍ଯ୍ୟରେ ଆମ୍ବ ବଉଳ ତିଆରି ହୋଇଥିଲା ଆଉ ରେଶମୀ ପାଟ ସୁତାରେ ବନ୍ଧା ହୋଇଥିବା ପେନ୍ଥା ପେନ୍ଥା ପନ୍ନା ହୀରା ପଥର ରେ ନିର୍ମିତ ଫଳ ଆଦି ସୁଶୋଭିତ ହେଉଥିଲା ।

Comments are closed.