ଭିଜିଲାନ୍ସ ଜାଲରେ ଆଉ ଜଣେ ଲାଞ୍ଚୁଆ ପୋଲିସ କର୍ମଚାରୀ 

ଭଦ୍ରକ – ଖାକିରେ ପୁଣି କଳଙ୍କ। ଆଉ ଜଣେ ଥାନା ବାବୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବନ୍ତ ଥାନା ଏଏସ ଆଇ ମାନସ ପରିଡ଼ାଙ୍କୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ଥାନା ପରିସରରେ ଏଏସଆଇ ମାନସ ପରିଡା ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ମାମଲାରୁ ମୁଦାଲାଙ୍କ ନାଁ ହଟେଇବା ପାଇଁ ମାନସ ଲାଞ୍ଚ ନେଉଥିଲେ ।

Comments are closed.