ନିଜର ବେପାର ବଢେଇବାର ବାସ୍ତୁ ଅନୁସାରେ ଉପାୟ…..

ସବୁରୁ ପ୍ରଥମ ଉପାୟ ଅନୁସାରେ ନିଜ ଦୋକାନ ରେ ବିକ୍ରି ହେଉଥିବା ଜିନିଷ ରଖିବା ପାଇଁ ଯେଉଁ ଥାକ , ଆଲମାରୀ, ସୋକେଶ୍, କ୍ୟାସ୍ କାଉଣ୍ଟର ରଖିବେ ତାହା ସବୁବେଳେ ଉତ୍ତର ପଶ୍ଚିମ ଦିଗରେ କରନ୍ତୁ । ଏ ଦିଗ ରେ ବେପାର ରେ ଲାଭ ହୋଇଥାଏ । ପଇସା ଦାମୀ ଜିନିଷ ଉତ୍ତର ଦିଗରେ ଆଲମାରୀ ରେ ରଖନ୍ତୁ । ବାସ୍ତୁ ଅନୁସାରେ ଆକାଉଣ୍ଟ ଡିପାର୍ଟମେଣ୍ଟ ସବୁବେଳେ ଦକ୍ଷିଣ ପୂର୍ବ ଓ ରିସେପ୍ସନଙ୍କ ଜାଗା ସବୁବେଳେ ଉତ୍ତର ପୂର୍ବରେ ହେବା ଉଚିତ । କାମ କରିବା ପାଇଁ ସବୁବେଳେ ଆୟତାକର ମେଜ ବନାନ୍ତୁ । ମନ୍ଦିର ପାଖରେ ଆପଣଙ୍କ ପୀଠ କେବେବି ହେବା ଅନୁଚିତ ।

ଏହା ବ୍ୟତୀତ ଫ୍ୟାକ୍ଟ୍ରି କାମ କରିବା କେନ୍ଦ୍ରସ୍ଥାନ ଖାଲି ରଖିବା ଦରକାର, କିଛିବି ଭାରି ବସ୍ତୁ ମଝିରେ ରଖନ୍ତୁନି । ମାଲିକ ସବୁବେଳେ ପୂର୍ବ ବା ଉତ୍ତର ଦିଗକୁ ମୁଁହ କରି ବସିବା ଉଚିତ । ଏଥିରେ ବେପାର ଓ ବ୍ୟକ୍ତି ଦୁଇ ଜଣଙ୍କ ରେ ସକାରାତ୍ମକ ଉର୍ଯା ର ସଞ୍ଚାର ହୋଇଥାଏ ।

Comments are closed.