ଭୁବନେଶ୍ୱର – ୨୦୨୧ ଓଡ଼ିଶା ପ୍ରଶାସନିକ ସେବା -ଓସିଏସ ପରୀକ୍ଷା ଫଳ ପ୍ରକାଶ ପାଇଛି।
ସୁଦେବ କୁମାର ପୃଷ୍ଟି ହୋଇଛନ୍ତି ଓଏଏସ ଟପ୍ପର । ମୋଟ ୪୩୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୬୪ ଛାତ୍ରୀ ଅଛନ୍ତି । ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ପ୍ରଣବ ରଞ୍ଜନ ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି ।
ଓସିଏସ ୨୦୨୧ : ଟପ୍ ଟେନ
ପ୍ରଥମ ୧୦ ସ୍ଥାନରେ ୫ ପୁଅ, ୫ ଝିଅ ଅଛନ୍ତି।
୧.ସୁଦେବ କୁମାର ପୃଷ୍ଟି- ଟପ୍ପର
୨.ସୁଚିସ୍ମିତା ପାଣିଗ୍ରାହୀ
୩. ପ୍ରଣବ ରଂଜନ ସାହୁ
୪.ବୈଶାଖୀ ଲେଙ୍କା
୫. ଶ୍ୱେତଲିନା ମାହାନା
୬ . ଅଗ୍ନିଜା ଶିବଦତ୍ତା
୭ . ସନ୍ତୋଷ କୁମାର ପାତ୍ର,
୮. ମୀମାଂସା ସାହୁ
୯ . ବିନ୍ଦୁ ବଳୟ ରାଉତରାୟ
୧୦ . ସୌମ୍ୟରଂଜନ ମହାପାତ୍ର
Comments are closed.