ଭୁବନେଶ୍ୱର – ଆଜି ସମ୍ବଲପୁରୀ ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ସମ୍ବଲପୁରୀ ଦିନ୍ ଉଧେ ସମସ୍ତଙ୍କୁ ମୋର୍ ଗୁର୍ଦୁଟେ ଶୁଭେଚ୍ଛା। ଇଥିର୍ ଉଧେ ବିଶିଷ୍ଟ ସାହିତ୍ୟିକ୍ ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ମୋର ସମ୍ମାନ୍ ଆଉ ଶ୍ରଦ୍ଧାଞ୍ଜଳି ଜନଉଛେଁ। ସମକିରର୍ ହାତ୍ ଲାଗିକରି ପଶ୍ଚିମ୍ ଓଡ଼ିଶା ତଥା ଓଡ଼ିଶାର୍ ବିକାଶ୍ କେ ଗୁଟେ ନୂଆ ଦିଗ୍ ମିଲୁ। ଜୟ ମା’ ସମଲେଇ ? pic.twitter.com/aCWTpsEKDy
— Naveen Patnaik (@Naveen_Odisha) August 1, 2023
Comments are closed.