ବିପଦ ସଂକେତ ଉପରେ ବଂଶଧାରା

ପାରଳାଖେମୁଣ୍ଡି – ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଉଛି । ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମରେ ଥିବା ଗୋଟା ବ୍ୟାରେଜର ୧୭ଟି ଗେଟ୍ ଖୋଲାଯିବାରୁ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା ନଦୀ । ଗଜପତି ଜିଲ୍ଲାର କାଶୀ ନଗରଠାରେ ବିପଦ ସଂକେତ ପାର କରିଛି ବଂଶଧାରା ବଂଶଧାରାର ବିପଦ ସଂକେତ ୫୪.୬୦ ମିଟର ଥିବା ବେଳେ ବର୍ତମାନ ଏହ ୫୫.୧୦ ମିଟର ଉପରେ ପ୍ରବାହିତ ହେଉଛି।

Comments are closed.