ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

ଶ୍ରୀରାମ ଚରିତ ମାନସ

ପହୁଁଚେ ଦୁତ ରାମ ପୁର ପାବନ । ହରଷେ ନଗର ବିଲୋକି ସୁହାବନ॥ ଭୂପ ଦ୍ବାର ତିହ୍ନ ଖବରି ଜନାଈ । ଦଶରଥ ନୃପ ସୁନି ଲିଏ ବୋଲାଈ ॥

ଭାବାର୍ଥ :- ମହାରାଜା ଜନକଙ୍କ ଦୂତମାନେ ଯାଇ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ପୁରୀ ଅଜୋଧ୍ୟାରେ ପହଞ୍ଚି ଗଲେ । ଅଜୋଧ୍ୟା ନଗରୀର ସୌନ୍ଦର୍ଯ୍ୟ ଦେଖି ସେମାନେ ବହୁତ ଖୁସି ହେଲେ । ରାଜପ୍ରାସାଦର ଦୁଆର ସମ୍ନାରେ ପହଞ୍ଚି ଖବର ଦେଲେ । ରାଜା ଦଶରଥ ଖବର ଶୁଣିବା ମାତ୍ରେ ତାଙ୍କୁ ଭିତରକୁ ଡକାଇ ନେଲେ।

Comments are closed.