ଗୀତା ଉପଦେଶ: ଯେଉଁ ବ୍ୟକ୍ତି ମୋ ଠାରେ ନିଜ ମନଙ୍କୁ ଯୁକ୍ତ ରଖନ୍ତି, ସିଏ ମୋ ମଧ୍ୟରେ ହିଁ ବାସ କରିଥାନ୍ତି 

ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ସର୍ବଭୂତସ୍ଥିତଂ ଯୋ ମାଂ ଭଜତ୍ୟେକତ୍ୱମାସ୍ଥିତଃ ।
ସର୍ବଥା ବର୍ତମାନୋଽପି ସ ଯୋଗୀ ମୟି ବର୍ତତେ ।।୩୧।।

ଅର୍ଥାତ୍: ଯେଉଁ ଯୋଗୀ ମୋ ସହିତ ଯୁକ୍ତ ରହିଥାଆନ୍ତି ଏବଂ ସମସ୍ତଙ୍କ ହୃଦୟରେ ସ୍ଥିତ ପରମାତ୍ମା ରୂପରେ ମୋର ଉପାସନା କରନ୍ତି, ସେ ସମସ୍ତ ପ୍ରକାର କର୍ମରେ ଲିପ୍ତ ରହି ମଧ୍ୟ ମୋ ଠାରେ ନିବାସ କରିଥାଆନ୍ତି ।

( ଗୀତା ଷଷ୍ଠ ଅଧ୍ୟାୟ ୩୧ ଶ୍ଳୋକ )

Comments are closed.