ଶ୍ରମିକ ଅଧିକାର ଓ ସାମାଜିକ ସମାନତା ପାଇଁ ସଂଗ୍ରାମ କରିଥିଲେ ଭି.ଭି ଗିରି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଭାରତର ପୂର୍ବତନ ରାଷ୍ଟ୍ରପତି ଭି.ଭି ଗିରିଙ୍କ ଆଜି ଜୟନ୍ତୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ରାଷ୍ଟ୍ରପତିଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭି.ଭି ଗିରି ଶ୍ରମିକ ଅଧିକାର ଓ ସାମାଜିକ ସମାନତା ପାଇଁ ଅବିରତ ଭାବେ କାର୍ଯ୍ୟ କରିଥିଲେ। ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.