ଲାଞ୍ଚ ନେବାବେଳେ ସିଡିପିଓ ଓ ସୁପରଭାଇଜରଙ୍କୁ ଧରିଲା ଭିଜିଲାନ୍ସ

ଭଦ୍ରକ – ଭିଜିଲାନ୍ସ ଜାଲରେ ପଡ଼ିଲେ ସିଡିପିଓ ଓ ସୁପରଭାଇଜର । ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଛନ୍ତି ସିଡିପିଓ ସୁଗନ୍ଧା ଦାସ ଓ ସୁପରଭାଇଜର ସୁଲୋଚନା ବେହେରା। ରଗଢିଆ ମିନି ଅଙ୍ଗନବାଡ଼ି କେନ୍ଦ୍ରରେ ୱାର୍କର ନିଯୁକ୍ତି ପାଇଁ ସେମାନେ ଲାଞ୍ଚ ନେଉଥିଲେ। ସେମାନଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ।

Comments are closed.