ଶ୍ରୀ ରାମଚରିତ ମାନସ : ବାଲ କାଣ୍ଡ

॥ ବାଲ କାଣ୍ଡ ॥

ପୁରେନ ପରିଜନ ଜାତିଜନ ଜାଚକ ମଂନ୍ତ୍ରୀ ମୀତ ।
ମିଲେ ଜଥାବିଧି ସବହି ପ୍ୟଭୁ ପରମ କୃପାଲ ବିନୀତ ॥

ଭାବାର୍ଥ :- ତା’ପରେ ପରମ କୃପାଳୁ ଶ୍ରୀରାମଚନ୍ଦ୍ର ବରଯାତ୍ରୀରେ ଆସିଥିବା ଅନ୍ୟ କୁଟୁମ୍ବ ର ଲୋକଙ୍କୁ, ଜାତି ଭାଇ ମାନଙ୍କୁ, ମନ୍ତ୍ରୀ ପରିଷଦର ଲୋକଙ୍କୁ, ସାଙ୍ଗ ମାନଙ୍କୁ, ଆଉ ଅନ୍ୟ ସମସ୍ତଙ୍କୁ ଯଥାଯୋଗ୍ୟ ମିଶିଲେ ।

Comments are closed.