୪୦ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ

ସୁବର୍ଣ୍ଣପୁର: STF କ୍ରାଇମବ୍ରାଞ୍ଚ କବଜାରେ ବଡ଼ ଜାଲ ନୋଟ ରାକେଟ୍ । ସୁବର୍ଣ୍ଣପୁର ଜିଲ୍ଲାରେ ୪୦ ଲକ୍ଷ ଟଙ୍କାର ଜାଲ ନୋଟ ଜବତ କରିଛି କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରିବା ସହିତ ଜାଲ ନୋଟ୍ ପ୍ରସ୍ତୁତି ସରଞ୍ଜାମ ଜବତ କରିଛି । ସହରରେ ଏଭଳି ଘଟଣାର ପର୍ଦାଫାସ ହେବା ପରେ ରାଜ୍ୟ ବାହାରକୁ ମଧ୍ୟ ରାକେଟର୍ ଚେର ଲମ୍ବିଥିବା ଅନୁମାନ କରାଯାଉଛି ।

Comments are closed.