ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

କହା ଏକ ମୈଂ ଆଜୁ ନିହାରେ ।
ଜନୁ ବିରଂଚି ନିଜ ହାଥ ସଁଵାରେ ॥
ଭରତୁ ରାମ ହୀ କୀ ଅନୁହାରୀ ।
ସହସା ଲାଖି ନ ସକହିଂ ନର ନାରୀ ॥

ଭାବାର୍ଥ :- ଜଣେ ନାଗରିକ କହିଲେ, ମୁଁ ଆଜି ସେହି ଦୁଇ ଭାଇଙ୍କୁ ଦେଖିଛି । ସେମାନଙ୍କ ସୌନ୍ଦର୍ଯ୍ୟ ଏପରି ସତେ ଯେପରି ସ୍ବୟଂ ବ୍ରହ୍ମା ନିଜେ ନିଜ ହାତରେ ତିଆରି କରିଛନ୍ତି । କୁମାର ଭରତଙ୍କ ରୂପ ଅବିକଳ ଶ୍ରୀରାମଙ୍କ ପରି, କୌଣସି ସ୍ତ୍ରୀ ହୁଅନ୍ତୁ କି ପୁରୁଷ, ସହସା ଭରତଙ୍କୁ ଚିହ୍ନି ପାରିବେ ନାହିଁ ।

Comments are closed.