॥ ବାଲ କାଣ୍ଡ ॥
ଚହୁଁ ଦିସି ଚିତଇ ପୁଁଛି ମାଲୀଗନ ।
ଲଗେ ଲେନ ଦଲ ଫୁଲ ମୁଦ୍ରିତ ମନ ॥
ତେହି ଅବସର ସୀତା ତହଁ ଆଈ ।
ଗିରିଜା ପୂଜନ ଜନନି ପଠାଈ ॥
ଭାବାର୍ଥ :- ଚାରିପଟେ ଦୃଷ୍ଟି ବୁଲାଇ ବଗିଚାରେ କାମ କରୁଥିବା ମାଳି ମାନଙ୍କୁ ପଚାରି ଆବଶ୍ୟକତା ଅନୁସାରେ ପତ୍ର ଫୁଲ ଆଦି ସଂଗ୍ରହ କରିବାକୁ ଲାଗିଲେ । ସେହି ସମୟରେ ମା ସୀତା ସେହି ବଗିଚାକୁ ଆସିଲେ । ତାଙ୍କ ମା’ ତାଙ୍କୁ ମାତା ଗିରିଜାଦେବୀ ପାର୍ବତୀଙ୍କ ପୂଜନ କରିବା ପାଇଁ ପଠାଇଥିଲେ ।
Comments are closed.