ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ 

॥ ବାଲ କାଣ୍ଡ ॥

ମରକତ କନକ ବରନ ବର ଜୋରୀ ।
ଦେଖି ସୁରହ୍ନ ଭୈ ପ୍ରୀତି ନ ଥୋରୀ ॥
ପୁନି ରାମହି ବିଲୋକି ହିୟଁ ହରଷେ ।
ନୃପହି ସରାହି ସୁମନ ତିହ୍ନ ବରଷେ ॥

ଭାବାର୍ଥ :- ସୁନ୍ଦର ମର୍କତମଣି ସଦୃଶ ଶ୍ୟାମ ରଙ୍ଗ ଏବଂ ସୁବର୍ଣ୍ଣ ରଙ୍ଗର ଯୋଡି ଗୁଡ଼ିକୁ ଦେଖି ସମସ୍ତ ଦେବଗଣଙ୍କ ମନରେ କିଛି କମ୍ ସ୍ନେହ ଉତ୍ପନ୍ନ ହେଲା ନାହିଁ – ବରଂ ବହୁତ ସୁନ୍ଦର ସ୍ନେହମୟୀ ପ୍ରୀତିଭାବ ଉତ୍ପନ୍ନ ହୋଇଥଲା । ତାପରେ ସମସ୍ତେ ପ୍ରଭୁ ଶ୍ରୀରାମଙ୍କୁ ଦେଖି ହୃଦୟରେ ଅତ୍ୟନ୍ତ ଆନନ୍ଦିତ ହୋଇ ଫୁଲ ବର୍ଷା କରିବାକୁ ଲାଗିଲେ ।

Comments are closed.