୬୪ତମ ପୋଲିସ ସ୍ମୃତି ଦିବସ : ପୋଲିସ ବୀରଙ୍କୁ ଡିଜିପିଙ୍କ ସଲାମ

ଭୁବନେଶ୍ୱର – ଆଜି ସାରାଦେଶରେ ପାଳନ କରାଯାଉଛି ୬୪ତମ ପୋଲିସ ସ୍ମୃତି ଦିବସ । ଏହି ଅବସରରେ ଅସାଧାରଣ ବୀରତ୍ୱ ଓ ଉତ୍ସର୍ଗୀକୃତ ମନୋଭାବ ସହ କର୍ତ୍ତବ୍ୟ ସମ୍ପାଦନ କରିଥିବା ସମସ୍ତ ପୋଲିସ କର୍ମୀଙ୍କୁ ସ୍ମରଣ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ । ସେମାନେ ସବୁ ପିଢ଼ି ପାଇଁ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଡିଜିପି କହିଛନ୍ତି।

Comments are closed.