ଶ୍ରୀଲିଙ୍ଗରାଜଙ୍କ ନୀତିରେ ପୁଣି ବିଭ୍ରାଟ

ଭୁବନେଶ୍ୱର – ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିରେ ପୁଣି ବିଭ୍ରାଟ ଦେଖାଦେଇଛି। ଆଜି ମଙ୍ଗଳ ଆରତି ପରଠୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ଆଗେଇ ପାରିନାହିଁ। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ପକ୍ଷରୁ ନୀତିକାନ୍ତି ବନ୍ଦ ରହିବ। ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରସ୍ତ ଦାବିରେ ନୀତିକାନ୍ତି ବନ୍ଦ ରଖାଯାଇଥିବା ସୂଚନା ମିଳିଛି। ନୀତିକାନ୍ତି ବନ୍ଦ ରହିବା ଯୋଗୁଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଚଳାବସ୍ଥା ଦୂର ପାଇଁ ଉଦ୍ୟମ ଜାରି ରହିଛି।

Comments are closed.