ବିଶାଖାପାଟଣା – ରାୟଗଡ଼ା ଟ୍ରେନ ଲାଇନଚ୍ୟୁତ

ବିଶାଖାପାଟଣା – ଆନ୍ଧ୍ର ପ୍ରଦେଶରେ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ। ବିଶାଖାପାଟଣା – ରାୟଗଡ଼ା ଟ୍ରେନ ଲାଇନଚ୍ୟୁତ ହୋଇଛି । ବିଜୟନଗରମ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ଟ୍ରେନର କିଛି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସରକାରୀ ଭାବେ ମୃତାହତଙ୍କ ସଂଖ୍ୟା ନେଇ କିଛି କୁହାଯାଇନାହିଁ।

Comments are closed.