ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

ବାଲ କାଣ୍ଡ

ତବ ସଖୀଂ ମଂଗଲ ଗାନ କରତ ମୁନୀସ ଆୟସୁ ପାଇ କୈ । ଦୂଲହ ଦୁଲହିନିହ୍ନ ସହିତ ସୁଂଦରି ଚଲୀଂ କୋହବର ଲ୍ୟାଇ କୈ ॥

ମୁନୀଶ୍ବର ବଶିଷ୍ଠଙ୍କ ଆଜ୍ଞାମାଳ ପାଇ ସବୁ ସୁନ୍ଦରୀ ସଖୀମାନେ ମଙ୍ଗଳ ଗୀତ ଗାଇ ଗାଇ ବରବଧୁଙ୍କୁ ସାଙ୍ଗରେ ନେଇ, (କୋହବର) – ବରବଧୁଙ୍କ ପାଇଁ ନିର୍ମିତ ଅସ୍ଥାୟୀ ବିଶ୍ରାମ କକ୍ଷ – ଭିତରକୁ ଚାଲିଗଲେ।

Comments are closed.