ଜାତୀୟ କ୍ରୀଡା : ମହିଳା ପୋଲ୍ ଭଲ୍ଟରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ବାରାନିକା

ପାଣାଜୀ – ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡାର ଆଥଲେଟିକ୍ସରୁ ଓଡ଼ିଶାକୁ ମିଳିଛି ଏକ ସ୍ୱର୍ଣ୍ଣ ପଦକ। ଓଡ଼ିଶାର ଆଥଲେଟ୍ ବାରାନିକା ମହିଳା ହକି ଏଲାନଗୋଭାନ ମହିଳା ପୋଲ୍ ଭଲ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏଲାନଗୋଭାନ ୩ ଦଶମିକ ୯୦ ମିଟର ଉଚ୍ଚତା ଡେଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଚଳିତ ଜାତୀୟ କ୍ରୀଡା ଆଥଲେଟିକ୍ସରେ ଏହା ହେଉଛି ଓଡ଼ିଶାର ପ୍ରଥମ ସ୍ୱର୍ଣ୍ଣ ପଦକ ।

Comments are closed.