ରାଜ୍ୟ ବିଜେପିର ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା

ଭୁବନେଶ୍ୱର – ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଘୋଷିତ ଜିଲ୍ଲା ସଭାପତିମାନେ ହେଲେ : ଅନୁଗୁଳ – ଦିଲେଶ୍ଵର ପ୍ରଧାନ , ବାଲେଶ୍ଵର – ଉମାକାନ୍ତ ମହାପାତ୍ର , ବରଗଡ – ଅଶ୍ଵିନୀ କୁମାର ଷଡଙ୍ଗୀ , ଭଦ୍ରକ – ହେମନ୍ତ ପାଢୀ , ଭୁବନେଶ୍ଵର – ବାବୁ ସିଂ , ବଲାଙ୍ଗୀର – ଶିବାଜୀ ମହାନ୍ତି , ବୌଦ୍ଧ – ବିପ୍ର ଚରଣ ମହାନ୍ତି , କଟକ ନଗର – ଲଲାଟେନ୍ଦୁ ବଡ଼ୁ , କଟକ ସଦର – ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା , ଦେବଗଡ – ଅରୁଣ କୁମାର ସାହୁ , ଢେଙ୍କାନାଳ – ନରେଶ ମହାପାତ୍ର , ଗଜପତି – ବିଧାୟକ କେ , ନାରାୟଣ ରାଓ , ଗଂଜାମ – ଡ.ସୁବାସ ସାହୁ , ଘୁମୁସର – ଗୋକୁଳାନନ୍ଦ ମଲ୍ଲିକ , ଜଗତସିଂହପୁର – ସତ୍ୟବ୍ରତ ମହାପାତ୍ର , ଯାଜପୁର – ଗୌତମ ରାୟ , ଝାରସୁଗୁଡା – ସୁନୀଲ ପଣ୍ଡା , କଳାହାଣ୍ଡି – ଅର୍ତତ୍ରାଣ ମହାପାତ୍ର , କନ୍ଧମାଳ – ଜଗନ୍ନାଥ ସାହୁ , କେନ୍ଦ୍ରାପଡା – କିଶୋର ପଣ୍ଡା , କେନ୍ଦୁଝର – ଅଂଶୁମାନ ସବୁଜ ମହନ୍ତ ବର୍ମା , ଖୋର୍ଦ୍ଧା – ରଶ୍ମି ରଂଜନ ମହାପାତ୍ର , କୋରାପୁଟ · – ସୁମନ୍ତ ପ୍ରଧାନ , ମାଲକାନଗିରି – ନିମାଇ ପାଲ୍ , ରାଇରଙ୍ଗପୁର – କୃପାସିନ୍ଧୁ ମହନ୍ତ , ବାରିପଦା- ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ , ନବରଙ୍ଗପୁର – ଜଗଦୀଶ ବିଶୋଇ , ନୟାଗଡ -ତାପସ ରଞ୍ଜନ ମାର୍ଥା , ନୂଆପଡା – ସୁବ୍ରତ ଠାକୁର , ପୁରୀ – ଆଶ୍ରିତ ପଟ୍ଟନାୟକ , ରାୟଗଡା – ଶିବ ପଟ୍ଟନାୟକ , ସମ୍ବଲପୁର ଗିରିଶ ପଟେଲ , ସୁବର୍ଣ୍ଣପୁର – ପ୍ରମୋଦ ମହାପାତ୍ର , ସୁନ୍ଦରଗଡ – ବିଧାୟକ ଭବାନୀ ଶଙ୍କର ଭୋଇ , ସୁନ୍ଦରଗଡ ( ବଣାଇ ) – ଅନୀଲ ବାର୍ଲା , ସୁନ୍ଦରଗଡ ( ପାନପୋଷ ) – ଲତିକା ପଟ୍ଟନାୟକ ।

Comments are closed.