ଆଜି ସମ୍ୱଲପୁର – ଝାରସୁଗୁଡ଼ା ମେମୁ ବାତିଲ

ସମ୍ବଲପୁର – ଆଜି ଦିନକ ପାଇଁ ସମ୍ବଲପୁର – ଝାରସୁଗୁଡ଼ା ମେମୁ ଟ୍ରେନ ବାତିଲ କରାଯାଇଛି। ଗତକାଲିର ଦୁର୍ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ସମ୍ବଲପୁର ରେଲ୍‌ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ସର୍ଲା ନିକଟରେ ଏକ ମଇଁଷିକୁ ଧକ୍କା ଦେବା ଯୋଗୁଁ ମେମୁ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା । ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ।

Comments are closed.