ଜାତୀୟ ପ୍ରେସ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର-ଆଜି ଜାତୀୟ ପ୍ରେସ ଦିବସ । ଏହି ଉପଲକ୍ଷେ ସାମ୍ବାଦିକ ଓ ଗଣମାଧ୍ୟମ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁକ୍ତ ପ୍ରେସ ହେଉଛି ଗଣତନ୍ତ୍ରର ଆଧାର ଶିଳା ଓ ଲୋକଙ୍କ ସ୍ୱର । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସ୍ୱତନ୍ତ୍ରତା ସୁରକ୍ଷିତ କରିବା ସ‌ହ ନିରପେକ୍ଷ ସୂଚନା ଦେଉଥିବା ଲୋକଙ୍କୁ କ୍ଷମତାସମ୍ପନ୍ନ କରିବା ନିମନ୍ତେ ସଙ୍କଳ୍ପବଦ୍ଧ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.