ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

ବାଲ କାଣ୍ଡ

ବହୁତ ଦିଵସ ବିତେ ଏହି ଭାଁତୀ । ଜନୁ ସନେହ ରଜୁ ବଁଧେ ବରାତୀ ॥ କୌସିକ ସତାନଂଦ ତବ ଜାଈ । କହା ବିଦେହ ନୃପହି ସମୁଝାଈ ॥

ଭାବାର୍ଥ :- ଏହିପରି ଆନନ୍ଦ ରେ ଆଦର ସତ୍କାର ଭିତରେ ଅନେକ ଦିନ ବିତିଗଲା, ସତେ ଯେପରି ବରଯାତ୍ରୀ ରାଜା ଜନକଙ୍କ ସ୍ନେହମୟ ରଜ୍ଜୂରେ ବାନ୍ଧିହୋଇ ରହିଯାଇଛନ୍ତି । ତେବେ ମହର୍ଷି ବିଶ୍ୱାମିତ୍ର ଓ କୂଳଗୁରୁ ଶତାନନ୍ଦ ରାଜା ଜନକଙ୍କୁ ଯାଇ ବୁଝାଇ କହିଲେ।

Comments are closed.