ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଜିଆରଏସ

ଭବାନୀପାଟଣା – ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଜିଆରଏସ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ବଡକର୍ଲାକୋଟ ଜିଆରଏସଙ୍କୁ ବାନ୍ଧିଛି ଭିଜିଲାନ୍ସ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜିଆରଏସ ମାର୍ଗାରେଟ ପାଣିଗ୍ରାହୀ ଧରାପଡ଼ିଛନ୍ତି। ଜଣେ ଜବ୍ କାର୍ଡଧାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

Comments are closed.