ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

ବାଲ କାଣ୍ଡ

ଚାରିଉ ଭାଗ ସୁଭାୟଂ ସୁହାଏ । ନଗର ନାରି ନର ଦେଖନ ଧାଏ ॥ କୋଉ କହ ଚଲନ ଚହତ ହହିଂ ଆଜୁ। କୀହ୍ନ ବିଦେହ ବିଦା କର ସାଜୂ ॥

ଭାବାର୍ଥ :- ସୁନ୍ଦର ରୂପ ଓ ସ୍ବଭାଵ ଯୁକ୍ତ ଚାରି ଭାଇଙ୍କୁ ଦେଖିବା ପାଇଁ ନଗରର ସମସ୍ତ ସ୍ତ୍ରୀ-ପୁରୁଷ ଘରୁ ବହାରି ଆସିଲେ। କିଛି ଲୋକ କହୁଥାନ୍ତି, ଆଜି ଏମାନେ ବିଦାୟ ନେଇ ଯଗବାପାଇଁ ଚାହୁଁଛନ୍ତି । ବିଦେହ ଜନକ ସବୁ ପ୍ରକାରର ପ୍ରସ୍ତୁତି ପୁର୍ବରୁ ସାରିଦେଇ ଥାଆନ୍ତି।

Comments are closed.