ଘାଟିରେ ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର , ୫ ଶ୍ରମିକ ମୃତ

ମାଲକାନଗିରି – ମାଲକାନଗିରି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର। ହନ୍ତାଳଗୁଡା ଘାଟିରେ ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର । ୫ ଜଣ ଶ୍ରମିକଙ୍କ ମୃତ୍ୟୁ। ଟିପ୍ପର ଥିଲେ ୧୦ରୁ ଅଧିକ ଶ୍ରମିକ ଚିତ୍ରକୋଣ୍ଡାରୁ ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବକୁ ଯାଉଥିଲା ଟିପ୍ପର ।

Comments are closed.