ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବଂଶର ବିନାଶ ପାଇଁ ନିଜ କୂଳରେ ଜାତ ବର୍ଣ୍ଣି ଶଙ୍କର କିପରି ଦାୟୀ ତାହା ବୁଝାଇ କହୁଛନ୍ତି –
ଅଧର୍ମାଭିଭବାତ୍କୃଷ୍ଣ ପ୍ରଦୁଷ୍ୟନ୍ତି କୁଳସ୍ତ୍ରିୟଃ।
ସ୍ତ୍ରୀଷୁ ଦୁଷ୍ଟାସୁ ବାର୍ଷ୍ଣେୟ ଜାୟତେ ବର୍ଣ୍ଣସଙ୍କରଃ।
ଅର୍ଥାତ୍ ଅର୍ଜୁନ କହିଲେ ଯେ ହେ କୃଷ୍ଣ ପରିବାର ରେ ଅଧର୍ମ ର ପ୍ରାଧାନ୍ୟ ହେତୁ କୁଳ ସ୍ତ୍ରୀ ମାନେ ଚରିତ୍ରହୀନ ହୋଇ ଯାଆନ୍ତି। ସେମାନଙ୍କ ସତୀତ୍ୱ ନଷ୍ଟ ହୋଇ ବର୍ଣ୍ଣ ଶଙ୍କର ଜନ୍ମ ଗ୍ରହଣ କରନ୍ତି।
Comments are closed.