ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

ବାଲ କାଣ୍ଡ

ସୋ ସୁଖୁ ସୁଜସୁ ସୁଲଭ ମୋହି ସ୍ବାମୀ । ସବ ସିଧି ତବ ଦରଶନ ଅନୁଗାମୀ ॥ କୀହ୍ନି ବିନୟ ପୁନି ପୁନି ସିରୁ ନାଈ । ଫିର ମହୀସୁ ଆସିଷା ପାଈ ॥

ଭାବାର୍ଥ :- ହେ ସ୍ବାମୀ ! ସେହି ସବୁ ସୁଖ ଓ ଆନନ୍ଦ ମୋତେ ଆପଣଙ୍କ କୃପାରୁ ସୁଲ୍ଲଭ ହୋଇଗଲା । ଏ ସବୁ ଆନନ୍ଦ ଅନୁଭବ ଯୁକ୍ତ ସିଦ୍ଧି ଆପଣଙ୍କ ପଛରେ ଆପଣଙ୍କ ସୁଯଶ ରୂପେ ଅନୁଗମନ କରିବ । ରାଜା ଜନକ ଏହିପରି ବାରବାର ବିନୟ ପୂର୍ବକ ମଥାନତ କରି ତାଙ୍କଠାରୁ ଶୁଭାଶିର୍ବାଦ ପାଇ ବରଯାତ୍ରୀଙ୍କୁ ବାଟେଇଦେଇ ଫେରିଲେ।

Comments are closed.