ଶ୍ରୀରାମଚରିତ ମାନସ: ବାଲ କାଣ୍ଡ 

॥ ବାଲ କାଣ୍ଡ ॥

ତଦପି ଜଥା ଶୃତ ଜସି ମତି ମୋରୀ ।
କହିହଉଁ ଦେଖି ପ୍ରଘତି ଅତି ତୋରୀ ॥
ଉମା ପ୍ରସ୍ନ ତବ ସହଜ ସୁହାଈ ।
ସୁଖଦ ସଂତସଂମତ ମୋହି ଭାଈ ॥
ଭାବାର୍ଥ :- ଶ୍ରୀଶିବପାର୍ବତୀଙ୍କୁ କହିଲେ, ତୁମର ଅତ୍ୟନ୍ତ ଶ୍ରଦ୍ଧା ଆଉ ପ୍ରୀତିକୁ ଦେଖି ମୁଁ ଯେପରି ଶୁଣିଛି ଏବଂ ଯେତିକି ମୋ ବୁଦ୍ଧିରେ ସ୍ମୃତିରେ ଅଛି ସେହି ଅନୁସାରେ ମୁଁ କହିବି । ହେ ପାର୍ବତୀ ! ତୁମର ପ୍ରଶ୍ନ ସ୍ବାଭାବିକ ରୂପେ ବହୁତ ସୁନ୍ଦର, ସୁଖଦାୟକ ଆଉ ସନ୍ଥମାନଙ୍କ ସମ୍ମତ ଅଟେ ଏବଂ ମୋତେ ମଧ୍ୟ ବହୁତ ଭଲ ଲାଗିଲା ।

Comments are closed.