ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ FeaturedOdiaଓଡ଼ିଶା By Newsroom Odisha Network On Jan 9, 2024 Share ॥ ବାଲ କାଣ୍ଡ ॥ ଭୋଜନ କରତ ଚପଲ ଚିତ ଇତ ଉତ ଅବସରୁ ପାଇ । ଭାଜି ଚଲେ କିଲକତ ମୁଖ ଦଧି ଓଦନ ଲପଟାଇ ॥ ଭାବାର୍ଥ :- ପ୍ରଭୁ ଭୋଜନ କରିବା ସମୟରେ ମଧ୍ୟ ଚଞ୍ଚଳ ଚିତ୍ତରେ ରୁହନ୍ତି । ବେଳେବେଳେ ପାଟିରେ ପାଟିଏ ଦହିଭାତ ଭର୍ତ୍ତି କରି ପାଟି କରି କରି ଘର ଏମୁଣ୍ଡରୁ ସେମୁଣ୍ଡ ଦୌଡି ଯାଆନ୍ତି । Share FacebookTwitterGoogle+WhatsAppEmailPinterestReddIt
Comments are closed.